Jump to content

ରାମ ଗିରି

ଉଇକିଅଭିଧାନ‌ରୁ

ରାମ ଗିରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବନବାସ ସମୟରେ ରାମଚନ୍ଦ୍ର ଏହିଠାରେ ବିଶ୍ରାମ କରିଥିବାରୁ)

[ସମ୍ପାଦନା]
୧. ବୁନ୍ଦେଲଖଣ୍ଡ ଅନ୍ତର୍ଗତ ଚିତ୍ରକୂଟ ପାହାଡ଼ —୧. Name of a hill in Bundelkhand in Central India.

[ଦ୍ରଷ୍ଟବ୍ୟ —କାଳିଦାସଙ୍କ ମେଘଦୂତରେ ଯକ୍ଷ ଏହିଠାରେ ନିର୍ବାସିତ ହୋଇ ପ୍ରିୟାବିଚ୍ଛେଦଜନିତ ଦୁଃଖ ଭୋଗ କରୁ— ଥିବା ବର୍ଣ୍ଣିତ ହୋଇଅଛି କେହି କେହି ପଣ୍ଡିତ ଏହାକୁ ଓଡ଼ିଆ ବାମଣ୍ଡା ରାଜ୍ୟ ଅନ୍ତର୍ଗତ ପର୍ବତ ବୋଲି ସିଦ୍ଧାନ୍ତ କରି ଅଛନ୍ତି କେହି କେହି କହନ୍ତି ଏହାର ଆଧୁନିକ ନାମ ରାମଟେକ୍ ଓ ଏହା ମଧ୍ୟପ୍ରଦେଶରେ ନାଗପୁର ଜିଲ୍ଲାରେ ଅବସ୍ଥିତ କେହି କେହି ଚିତ୍ରକୂଟକୁ ରାମଗିରି କହନ୍ତି]

୨. ଗଞ୍ଜାମ ଜିଲ୍ଲାର ବଂଶଧାରା ନଦୀ ତୀରସ୍ଥ ନଗର —୨. Name of a small town in Ganjam.

[ଦ୍ରଷ୍ଟବ୍ୟ —ଏହା ବେଙ୍ଗଲ୍ ନାଗପୁର ରେଳର ପାରଳା ଖେମଣ୍ଡି ଶାଖାର ଅନ୍ତିମ ଷ୍ଟେସନ୍ ଗୁଣପୁରର ଉତ୍ତରରେ ଅବସ୍ଥିତ]