ରାମ ତାରକ
(ରାମ ତାରକ ମନ୍ତ୍ର—ଅନ୍ୟରୂପ)
ରାମଚନ୍ଦ୍ରଙ୍କ ଭକ୍ତମାନଙ୍କ ଜପିବା ରାମ ନାମ ନାମଯୁକ୍ତ ମନ୍ତ୍ର —Name of the formula uttered by the devotees of Rāmachandra.
[ଦ୍ରଷ୍ଟବ୍ୟ —'ରାଂ ରାମାୟ ନମଃ' ଏହା ମନ୍ତ୍ରକୁ ରାମ ତାରକ ମନ୍ତ୍ର ବୋଲାଯାଏ ଭଞ୍ଜ କବି ଏ ମନ୍ତ୍ରର ସାଧକ ଥିଲେ]