ରାମ ରାଜ୍ୟ
ଦେଖଣା
ରାମ ରାଜ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରାମ+ରାଜ୍ୟ)
[ସମ୍ପାଦନା]- ୧. ରାମଚନ୍ଦ୍ରଙ୍କଦ୍ୱାରା ଅଯୋଧ୍ୟା ରାଜ୍ୟ —୧. The ancient kingdom of Oudh ruled over by Rāmachandra.
- ୨. (ଲକ୍ଷଣାର୍ଥ)—ସୁଖ ଓ ଶାନ୍ତି ସମନ୍ୱିତ ରାଜ୍ୟ; ଧର୍ମ୍ମପାଳିତ ରାଜ୍ୟ —୨. A kingdom governed with righteousness and where people live in happiness and peace.