Jump to content

ରାମ ଲୀଳା

ଉଇକିଅଭିଧାନ‌ରୁ

ରାମ ଲୀଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରାମ+ଲୀଳା)

[ସମ୍ପାଦନା]

ରାମଚନ୍ଦ୍ର ଅବତାର ଗ୍ରହଣ କରି ଦଶରଥଙ୍କ ପୁତ୍ରରୂପେ ଅଯୋଧ୍ୟାରେ ଜନ୍ମ ହୋଇ ସଂସାରେ ଯେଉଁ ଲୀଳା ବା କର୍ମମାନ କରିଥିଲେ —The acts performed by Bishṇu when He assumed the incarnation of Rāma, as son of Daṡaratha.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାମଚନ୍ଦ୍ରଙ୍କର ଜନ୍ମାବଧି ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ଘଟନାଚୟର ଅଭିନୟ; ରାମଚରିତର ଅଭିନୟ —୧. The acting or dramatic performance of the events of the life of Rāmachandra.
୨. ରାମାୟଣର ଘଟନାବିଶେଷ ସମ୍ୱନ୍ଧୀୟ ଯାତ୍ରା ଓ ନାଟ — ୨. Rude dancing and theatrical performance of particular episodes or incidents described in the Rāmāyaṇa.
୩. ଗଞ୍ଜାମର ଚିକିଟିର ଜନୈକ ସ୍ୱର୍ଗତ ରାଜା (୧୮ଶ ଶତାଦ୍ଦୀର ପ୍ରାରମ୍ଭ କାଳ) ପୀତାମ୍ୱର ରାଜେନ୍ଦ୍ରଙ୍କ ରଚିତ ରାମଲୀଳାବର୍ଣ୍ଣନାତ୍ମକ ପଦ୍ୟ ଗ୍ରନ୍ଥ (ଉକ୍ତ ଲୀଳା ଗ୍ରନ୍ଥ ଗଞ୍ଜାମର ନାନା ସ୍ଥାନରେ ଯାତ୍ରା ଓ ପର୍ବମାନଙ୍କରେ ମହା ଆଡ଼ମ୍ୱର ସହକାରେ ଅଭିନୀତ ହୁଏ ଏହି ଗ୍ରନ୍ଥ ଉତ୍କଳରେ ନାଟକାଭିନୟ ପ୍ରଥମ ଅଗ୍ରଦୂତ) ୩. Name of a dramatic poem by a late king of Chikati (୧୭୯୧-୧୮୧୯).