Jump to content

ରାମ ଶଙ୍କର

ଉଇକିଅଭିଧାନ‌ରୁ

ରାମ ଶଙ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ରାମ ଓ ମହାଦେବ; ହରିହର —Bishṇu and Ṡiba.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଲୋକଙ୍କ ନାମ —୧. A name given to males.
୨. ସ୍ୱର୍ଗୀୟ ରାମଶଙ୍କର ରାୟ —୨. The late Rai Bahadur Ramsaṅkar Roy.

[ଦ୍ରଷ୍ଟବ୍ୟ n—ଏ ମହାଶୟ ଉତ୍କଳ ଉପନିବେଶୀ ବଙ୍ଗୀୟ କାୟସ୍ଥବଂଶୀୟ ଓକୀଲ ଓ ଗ୍ରନ୍ଥାକାର ଓ ଗୌରୀଶଙ୍କର ରାୟଙ୍କର ଅନୁଜ ଏ ଉତ୍କଳ ଭାଷାରେ ଉପନ୍ୟାସ ଓ ଅନେକଗୁଡ଼ିଏ ନାଟକ ରଚନା କରି ଯାଇ ଅଛନ୍ତି ଉତ୍କଳ ସାହିତ୍ୟରେ ଅମିn<? ?>ତ୍ରାକ୍ଷର ଛନ୍ଦର ଏ ଆଦ୍ୟ ପ୍ରବର୍ତ୍ତକ ନାନା ଦେଶହିତକର କାର୍ଯ୍ୟ ଏବଂ ବେଦ ଓ ସଂହିତାଦିର ଅଧ୍ୟୟନ ଏହାଙ୍କ ଜୀବନର ବ୍ରତ ଥିଲା ଏ ବହୁକାଳ କଟକ ମିଉନିସିପାଲଟିର ଭାଇସ୍ଚେଅର୍ମାନ୍ ଓ

ଚେଆର୍ମାନ୍ କର୍ମ ଦକ୍ଷତା ସହକାରେ ଚଳାଇଥିଲେ ଏ ସରକାରଙ୍କଠାରୁ ରାୟ ବାହାଦୁର ଉପାଧି ପ୍ରାପ୍ତ ହୋଇଥିଲେ ଏ ଉତ୍କଳକୁ ନିଜର ମାତୃଭୂମି ଓ ଓଡ଼ିଆ ଭାଷାକୁ ଆପଣାର ମାତୃଭାଷାରୂପେ ଭକ୍ତି ଓ ସ୍ନେହ କରୁଥିଲେ]