Jump to content

ରାମ ଶିଂଗା

ଉଇକିଅଭିଧାନ‌ରୁ

ରାମ ଶିଂଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାମ ଓ ଶୃଙ୍ଗା)

[ସମ୍ପାଦନା]

ବାବାଜୀ ବୈଷ୍ଣବ— ମାନେ ହରି ସଂକୀର୍ତ୍ତନ ସମୟରେ ମୁଖଦ୍ୱାରା ଧ୍ୱନି ପୂର୍ବକ ବଜାଇବା ମହିଷ ଶୃଙ୍ଗାକାର ବଡ଼ ତୁରୀ —A bugle or trumpet (shaped like a buffalo born) blown by B&aline;i̱shṇabas in the course of Saṁkīrttana.