Jump to content

ରାମ ସାରସ

ଉଇକିଅଭିଧାନ‌ରୁ

ରାମ ସାରସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାମ ଓ ସାରସ)

[ସମ୍ପାଦନା]

କୁଳେଚର ଦୀର୍ଘପଦ ଦୀର୍ଘଚଞ୍ଚୁ ପକ୍ଷୀ; ବଢ଼ିଆକାଙ୍କ ବା ସାରସ ଜାତୀୟ ପକ୍ଷୀ —The black-necked stork; Xenorhynchus Asiaticus; the East Indian jabiru.

[ଦ୍ରଷ୍ଟବ୍ୟ —ଏମାନଙ୍କ ଗୋଡ଼ଠାରୁ ଥଣ୍ଟ ପର୍ଯ୍ୟନ୍ତ ପ୍ରାୟ ତିନି ହାତ ଲମ୍ୱ ଏମାନଙ୍କର ପେଟ ଓ ଗୋଡ଼ ଧଳା; ଗୋଡ଼ର ଉଚ୍ଚତା ପ୍ରାୟ ଦୁଇ ହାତ; ଥଣ୍ଟ ଏକ ଚାଖଣ୍ଡ; ବେକ ପ୍ରାୟ ୧ହାତ ଲମ୍ୱ ଓ ସରୁ]