Jump to content

ରାଳ

ଉଇକିଅଭିଧାନ‌ରୁ

ରାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସର୍ଜରସ; ଝୁଣା —୧. Yellow resin.
୨. ଝୁଣା ବାହାରିବା ଏକପ୍ରକାର ଗଛ —୨. A wild tree; Mimosa Rubicanlis

[ଦ୍ରଷ୍ଟବ୍ୟ —ଦକ୍ଷିଣଭାରତର ଓ ଓଡ଼ିଶାର ଜଙ୍ଗଲର ଏକପ୍ରକକାର ଗଛ —Mimosa Rubicaulisରୁ ଝୁଣା ବାହାରେ ଏ ଗଛର କାଠ କିଛି କାମରେ ଲାଗେ ନାହିଁ ଏଥିର ନିର୍ଯ୍ୟାସ ୨ ପ୍ରକାର ଧଳା ଓ କଳା ଏ ଗଛ ୨ ବର୍ଷର ହେଲେ ଲୋକେ ଏହାର ଗଣ୍ଡିରେ ସ୍ଥାନେ ସ୍ଥାନେ ଛେଦ କରନ୍ତି ଓ ଉକ୍ତ ଛେଦରୁ ଚୈତ୍ରଠାରୁ ମାର୍ଗଶିର ପର୍ଯ୍ୟନ୍ତ ରସ ବୁହେ ଦଶ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗଛରୁ ଏପରି ନିର୍ଯ୍ୟାସ ବହେ ଏ ନିର୍ଯ୍ୟାସ ବାର୍ଣ୍ଣିସ୍ କରିବାରେ ଓ ଔଷଧରେ ଲାଗେ ଏହି ଗଛର ଅଠା ଶୁଖିଗଲେ ଝଉଣା ହୁଏ (ହିନ୍ଦୀ - ଶ.) ବୈଦ୍ୟଶାସ୍ତ୍ର ମତରେ ଝୁଣା ଶୀତବୀର୍ଯ୍ୟ, ଗୁରୁ ତିକ୍ତକଷାୟ ଓ ଧାର ଏହା ବାତାଦି ଦୋଷତ୍ରୟ , ରକ୍ତଦୁଷ୍ଟି , ସ୍ୱେଦ ବିସର୍ପ, ଜ୍ୱର ବ୍ରଣ, ବିପାଦିକା, ଗ୍ରହଦୋଷ, ଭଗ୍ନରୋଗ, ଅଗ୍ନିଦଗ୍ଧକ୍ଷତ, ଅଲକ୍ଷ୍ମୀ, ଶୂଳ ଓ ଅତିସାରନାଶକ— ଦ୍ରବ୍ୟଗୁଣ]