ରାଶି ନାମ
ଦେଖଣା
ରାଶି ନାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ରାଶିରେ ଯେ ଜନ୍ମ ହୋଇଥାଏ ସେହି ରାଶିର ଜ୍ୟୋତିଶଷୋକ୍ତନିୟମ ଅନୁସାରେ ସେ ବ୍ୟକ୍ତିର ଯେଉଁ ନାମ ହେବା ଉଚିତ —Name of a person which is proper to be given to him according to the zodiacal sign of his birth.
(ଦ୍ର—ଲୋକକୁ ଯେଉଁ ନାମରେ ଡକାଯାଏ ତାକୁ ମାତା ପିତାଦି ଶ୍ରଦ୍ଧାରେ ଦିଅନ୍ତି ବୋଲି ତାହାକୁ ଶ୍ରଦ୍ଧା ନାମ ବା ଡାକନାମ ବୋଲାଯାଏ)