Jump to content

ରାଶି ପଟାଇବା

ଉଇକିଅଭିଧାନ‌ରୁ

ରାଶି ପଟାଇବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଅନ୍ୟର୍ଯ୍ୟ ଗଣ୍ଡ ୪ଓ ଭୂୟାଁ ଜାତିର ବରକନ୍ୟାମେଳକ ବୁଝିବାର ପ୍ରଥା ବିଶେଷ —A peculiar method of ascertaining the agreement or otherwise of stars of a bride and a proposed groom, prevalent among the Gonds and Bhuyāñs

[ ଦ୍ର—ବରକନ୍ୟା ପ୍ରସଙ୍ଗ ଉତ୍ଥାପିତ ହେଲେ ଗୋଟିଏ ବଡ଼ କଂସାରେ ନିର୍ମଳ ପାଣି ଭରି କନ୍ୟା ପକ୍ଷର ବ୍ୟକ୍ତି ଉକ୍ତ ପାଣିରେ ବାରମ୍ୱାରା ଏକାଦିତ୍ରମେ ୭ଥର ଗୋଟିଏ ଲେଖାଏଁ ରାଶି ଓ ବର ପକ୍ଷୀୟ ବ୍ୟକ୍ତି ଗୋଟିଏ ଲେଖାଏଁ ଚାଉଳ ପକାଉ ଥାଆନ୍ତି ଏଥି ପରେ ଯଦି ଦେଖାଯାଏ ଯେ କଂସାର ନିମ୍ନ ଦେଶରେ ପାଣି ତଳେ ୪ କିମ୍ୱା ତହିଁରୁ ଅଧିକ ରାଶି ସଙ୍ଗେ ସେତକ ଚାଉଳ ଲଗାଲଗି ହୋଇ ରହିଅଛି ତେବେ ଦମ୍ପତୀର ଶୁଭ ହେବ ବୋଲି ସ୍ଥିର କରାଯାଏ; ନଚେତ୍ ଏ ବିବାହ ପ୍ରସ୍ତାବ ରହିତ କରାଯାଏ]