Jump to content

ରାଶୀକୃତ

ଉଇକିଅଭିଧାନ‌ରୁ

ରାଶୀକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରାଶି+ଅଭୂତ ତଭାବେ. ଚ୍ୱି+କୃତ)

[ସମ୍ପାଦନା]

ପୁଞ୍ଜୀକୃତ; ସ୍ତୂପୀକୃତ —Heaped up; gathered into a heap.