ରାଶ୍ କଡ଼ା କରିବା
ଦେଖଣା
ରାଶ୍ କଡ଼ା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଶ୍ କଡ଼ା କରିବା
|
(ରାଶ୍ ଛାଡ଼ିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଘୋଡ଼ାର ଲଗାମକୁ ଟାଣି ଧରିବା—ଦ୍ୱାରା ଘୋଡ଼ାକୁ ସଂଯତ କରିବା —୧. To draw the reins tight.
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବଶୀଭୂତ କରିବା —୨. (figurative) To bring one under one's control.