Jump to content

ରାଷ୍ଟ୍ର

ଉଇକିଅଭିଧାନ‌ରୁ

ରାଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରାଜ୍. ଧାତୁ=ଶୋଭା ପାଇବା+କର୍ତ୍ତୃ. ଷ୍ଟ୍ର)

[ସମ୍ପାଦନା]
୧. ରାଜ୍ୟ — ୧. Kigdom; realm.
୨. ସାମ୍ରାଜ୍ୟ — ୨. Empire.
୩. ଜନପଦ; ଦେଶ —୩. Country.
୪. ପ୍ରକାଶ; ପ୍ରଚାର —୪. Publication; promulgation.
୫. ମରକ; ରାଜ୍ୟରେ ଘଟିବା ଦୁର୍ଭିକ୍ଷ ସଂକ୍ରାମକ ରୋଗ ଆଦିରୂପ ଉପଦ୍ରବ —୫. Public calamities or visitations; calamities overtaking a country, such as, famine, pest. lence, contagious disease.

ବିଶେଷଣ -

[ସମ୍ପାଦନା]
୧. ପ୍ରଚାରିତ —୧. Published.
୨. ଖ୍ୟାତ; ପ୍ରସିଦ୍ଧ — ୨. Renowned.