ରାଷ୍ଟ୍ରଭଙ୍ଗ
(ରାଷ୍ଟ୍ରବିପ୍ଳବ—ଅନ୍ୟରୂପ)
ରାଜ୍ୟରେ ପ୍ରଚଳିତ ଶାସନନୀତିର ଆମୂଳ ପରିବର୍ତ୍ତନ; ରାଜାୟବିଦ୍ରୋହ —Radical change of the government; revolution; a complete change or break- up of the government of a country.