Jump to content

ରାସନ

ଉଇକିଅଭିଧାନ‌ରୁ

ରାସନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରସନ+ଅ)

[ସମ୍ପାଦନା]
୧. ରସନାସମ୍ୱନ୍ଧୀୟ —୧. Relating to the tongue or taste.
୨. ସୁସ୍ୱାଦୁ —୨. Sweet; tasteful.

ବିଶେଷ୍ୟ -

[ସମ୍ପାଦନା]

ରସନେନ୍ଦ୍ରିୟ ଜନ୍ୟା ସ୍ୱାଦ ଜ୍ଞାନ —The taste appreciable by the tongue.