ରାସନୀ ନୀତି
ଦେଖଣା
ରାସନୀ ନୀତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜିହାର ଧର୍ମ —୧. The duty or nature of the tongue.
- ୨. ସର୍ବଦା ଉପକାର କରିବା ଅଭ୍ୟାସ —୨. The habit of doing good to others always.
(ଉ—ପ୍ରବଳେ ରାସନୀ ନୀତି ଆଚରଣ ଦାଶନୀ ନୀତି ଦୂର୍ବଳେ ରାଧାନାଥ. ପାର୍ବତୀ)
[ଦ୍ରଷ୍ଟବ୍ୟ —ଦାନ୍ତର ମୂଳରେ କିଛି ଲାଗିଗଲେ ତାକୁ ବାରଂବାର ଉଖାରି ଦାନ୍ତର ମଙ୍ଗଳ କରିବା କର୍ମରେ ରସନା ଲାଗିଥାଏ; ଏଥିପାଇଁ ପରର ସର୍ବଦା ଉପକାର କରିବା ଧର୍ମକୁ ରାସନୀ ନୀତି ବୋଲାଯାଏ ଦାନ୍ତ ସୁବିଧା ପାଇଲେ ଜିଭକୁ ଦାବି ଦିଏ, ଏଥିପାଇଁ ଉପକାରୀର ଅପକାର କରିବ (ରାସନ ଧର୍ମ—ଅନ୍ୟରୂପ) ନୀତିକୁ ଦାଶନୀ ନୀତି ବୋଲା ଯାଏ]