Jump to content

ରାସଭ

ଉଇକିଅଭିଧାନ‌ରୁ

ରାସଭ

ଉଚ୍ଚାରଣ

[ସମ୍ପାଦନା]
(ରାସଭୀ—ସ୍ତ୍ରୀ) 

ସଂସ୍କୃତ - ବି:ପୁଲିଙ୍ଗ - (ରା ଧାତୁ=ଶବ୍ଦ କରିବା+କର୍ତ୍ତ. ଅଭ)

[ସମ୍ପାଦନା]
୧. ଗର୍ଦ୍ଦଭ; ଗଧ —୧. The ass.
୨. ଅଶ୍ୱତର (ହିନ୍ଦୀ - ଶ) —୨. Mule.
୩. ବ୍ରଜନଗରର ତାଳବନରେ ବଳଦେବଙ୍କଦ୍ୱାରା ନିହତ ଗର୍ଦ୍ଦରୂପଧାରୀ ଦୈତ୍ୟ (ହିନ୍ଦୀ - ଶ.) —୩. A demon in the shape of an ass killed by Baḻadeba.