ରାସାୟନିକ ଆକର୍ଷଣ
ଯେଉଁ ଗୁଣଦ୍ୱାରା ଦୁଇ ପଦାର୍ଥର ଭିନ୍ନ ଭିନ୍ନ ପ୍ରକାରର ପରମାଣୁମାନ ମିଳିତ ହୋଇ ଗୋଟିଏ ସ୍ୱତନ୍ତ୍ର ଗୁଣବିଶିଷ୍ଟ ପଦାର୍ଥରେ ପରିଣତ ହୁଏ —Chemical attraction.