Jump to content

ରାସାୟନିକ କ୍ରିୟା

ଉଇକିଅଭିଧାନ‌ରୁ

ରାସାୟନିକ କ୍ରିୟା

ଉଚ୍ଚାରଣ

[ସମ୍ପାଦନା]

(ରାସାୟନିକ ପ୍ରକ୍ରିୟା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବିଜ୍ଞାନ ପରିଭାଷା)

[ସମ୍ପାଦନା]
୧. ଦୁଇ ପଦାର୍ଥର ପରସ୍ପର ମିଳିତ ହେବାଦ୍ୱାରା ରସାୟନିକ ଆକର୍ଷଣ ବଳରେ ସମ୍ପାଦିତ ହେବା କାର୍ଯ୍ୟ —୧. Chemical action.
୨. ରାସାୟନିକ ପରିବର୍ତ୍ତନ କରିବାର ବିଧି —୨. Chemical process.