ରାସାୟନିକ କ୍ରିୟାଜନିତ ସ୍ଥିତିଗତି
- ରୋ.ଟ୍ରା. — Rāsāyanika kriyājanita sthitigati
- ଆଇ.ପି.ଏ. — ɾˈaʃajˌʌnikˌɔ kɾˈijʌˌaɟʌnˌito stʰˈitiɡˌʌti
ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବିଜ୍ଞାନ ପରିଭାଷା
[ସମ୍ପାଦନା]
ରାସାୟନିକ କ୍ରିୟାଫଳରେ ଉଦ୍ଭିଦମାନଙ୍କର ଅବସ୍ଥାନ, ଗତି ବା କ୍ରିୟା —Chemotropism.