ରାସାୟନିକ ସ(ମ୍ମେ)ଳନ
(ରାସାୟନିକ ସଂଶ୍ଳେଷଣ—ଅନ୍ୟରୂପ)
ଦୁଇଟି ବସ୍ତୁର ପରସ୍ପର ମିଳିତ ହେବାଦ୍ୱାରା ତଦୀୟ ପରମାଣୁମାନଙ୍କର ପ୍ରକୃତିପରିବର୍ତ୍ତନଜନିତ ମିଶ୍ରଣ —Chemical combination or synthes is.