Jump to content

ରାସେଶ୍ୱରୀ

ଉଇକିଅଭିଧାନ‌ରୁ

ରାସେଶ୍ୱରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ତତ୍)

[ସମ୍ପାଦନା]

ଶ୍ରୀରାଧା; ରାଧିକା —Rādhikā, the central female figure in Rāsa.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ —A name given to females.