Jump to content

ରାସ୍ତା କରିବା

ଉଇକିଅଭିଧାନ‌ରୁ

ରାସ୍ତା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ସ୍ଥାନକୁ ଯିବାପାଇଁ ବାଟ ପ୍ରସ୍ତୁତ କରିବା —୧. To construct a road; to make a road.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟକୁ ସୁଗମ କରିବାର ଉପାୟ କରିବା —୨. To devise or lay out means for the accomplishment of an object.
୩. ରାସ୍ତା ଛାଡ଼ିବା (ଦେଖ) - — Rāstā chhāṟḍ̠ibā (See)