ରାସ୍ତା କାଟିବା
ଦେଖଣା
ରାସ୍ତା କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ୍ତା କାଟିବା
|
(ରାସ୍ତା ଭାଙ୍ଗିଯିବା—ପ୍ରଥମାର୍ଥର ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିଙ୍କୁ ଖଣ୍ଡଦୂର ଅଗରେ ଦେଖି ତାଙ୍କୁ ଏଡ଼ିବା ପାଇଁ ବାଟଭାଙ୍ଗି ଅନ୍ୟବାଟ ଯିବା —To take another route on seeing a person at some distance ahead, so as to evade him.
- ୨. କୌଣସି ବ୍ୟକ୍ତିର ଗମନୀୟ ମାର୍ଗ ଆଗରୁ ସ୍ଥିର କରିଦେବା —୨. To indicate the way one has to take.