Jump to content

ରାସ୍ତା ଖୋଲିବା

ଉଇକିଅଭିଧାନ‌ରୁ

ରାସ୍ତା ଖୋଲିବା

ଉଚ୍ଚାରଣ

[ସମ୍ପାଦନା]

[ରାସ୍ତାଫିଟା(ଟେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରାସ୍ତା ନ ଥିବା ସ୍ଥାନକୁ ନୂଆ ରାସ୍ତା କରିବା —୧. To open or start a new road.
୨. ଅବରୁଦ୍ଧ ରାସ୍ତାକୁ ସର୍ବସାଧାରଣଙ୍କ ଗମନାଗମନ ପାଇଁ ଉନ୍ନୁକ୍ତ କରିବା —୨. To remove obstruction from road to make it open for traffic.
୩. କୌଣସି କାର୍ଯ୍ୟରେ ବା ବିଷୟରେ ନୂତନ ପନ୍ଥାରେ ଯିବାଦ୍ୱାରା ଲୋକେ ସେହି ବାଟରେ ଯିବା ପାଇଁ ଉପାୟ କରିବା —୩. To initiate or start a new thing, so that people would follow you.