ରାସ୍ତା ଘାଟ
ଦେଖଣା
ରାସ୍ତା ଘାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ୍ତା ଘାଟ
|
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]- ୧. ଲୋକଙ୍କ ଗମନାଗମନ କରିବାର ରାସ୍ତା ଓ ତହିଁ ମଧ୍ୟରେ ନଦୀପାରି ଘାଟ — ୧. Roads and ferries.
- ୨. ଏକ ସ୍ଥାନରେ ଥିବା ଛୋଟ ଓ ବଡ଼ ରାସ୍ତାମାନ — ୨. All local raods, big and small.
- ୩. ରାସ୍ତା ଓ ଗାଧୁଆ ତୁଠ — ୩. Roads and bathing places.
- ୪. ରାସ୍ତାଘାଟି —୪. Roads and mountain passes.