ରାସ୍ତା ଦୁଶିବା
ଦେଖଣା
ରାସ୍ତା ଦୁଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ୍ତା ଦୁଶିବା
|
(ରାସ୍ତା ଦେଖାଯିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗନ୍ତବ୍ୟମାର୍ଗ ଦୃଷ୍ଟିଗୋଚରହେବା — ୧. Seeing one's way.
- ୨. (ଲକ୍ଷଣାର୍ଥ) କୌଣସି ବିଷୟରେ ଉପାୟ ପୂର୍ବରୁ ଦେଖାଯିବା — ୨. (figurative) The means for a certain matter being seen by a person before hand; one's way being seen.