ରାସ୍ତା ଦେଖିବା
ଦେଖଣା
ରାସ୍ତା ଦେଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ୍ତା ଦେଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଲକ୍ଷଣାର୍ଥ) ପର ଉପରେ ନିର୍ଭର ନ କରି ଆପଣାର ଉପାୟ ଆପେ କରିବା — To pursue one's course without depending on another; to shift for one's self,
(ଯଥା—ମୁଁ ଏଣିକି ବୁଢ଼ା ଦିନେ ସମସ୍ତଙ୍କୁ ପୋଷି ପାରିବି ନାହିଁ ଏଥିପାଇଁ ପୁଅଙ୍କୁ କହିଲି 'ତୁମ ରାସ୍ତା ତୁମେ ଦେଖ' ଆଜିପର୍ଯ୍ୟନ୍ତ ମିହନ୍ତ କରୁଥିଲି ବୋଲି ସାଆନ୍ତେ ମତେ ପୋଷୁଥିଲେ ଏବେ ବୁଢ଼ା ହୋଇ କାମକୁ ନପାରିଲାରୁ ମୋ ରାସ୍ତା ମୁଁ ଦେଖିବା ପାଇ ସାଆନ୍ତ ହୁକୁମ ଦେଲେ)