Jump to content

ରାସ୍ତା ଦେଖେଇବା

ଉଇକିଅଭିଧାନ‌ରୁ

ରାସ୍ତା ଦେଖେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ତାହାର ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ବାଟ ଦେଖାଇବା —୧. To show or point out to a person the road he has to take.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ସାଧନାର ଉପାୟ ବତାଇବା —୨. To show the way or suggest the means for the accomplishment of an object.