ରାସ୍ତା ଧରିବା
ଦେଖଣା
ରାସ୍ତା ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ୍ତା ଧରିବା
|
(ରାସ୍ତା ପଗଡ଼ିବା—ବ୍ୟଙ୍ଗରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. ନିର୍ଦ୍ଦିଷ୍ଟ ପଥରେ ଯିବା —୧. To take a road; to travel on a particular road; to wend one's way.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ସାଧନାର୍ଥ ପନ୍ଥା ବା ମାର୍ଗ ଅବଲମ୍ୱନ କରିବା —୨. To follow a means to an end.