ରାସ୍ନା
ଦେଖଣା
ରାସ୍ନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]ଏକ ପ୍ରକାର ମଙ୍ଗଲ ବା ପରବୃକ୍ଷ ଜୀବୀ ଶାକବିଶେଷ —Vanda Roxburghii; -a species of Acacia.
[ଦ୍ରଷ୍ଟବ୍ୟ —ଏହା ଆସାମରେ ଓ ଖାସିଆ ପାହାଡ଼ରେ ଜନ୍ମେ ପ୍ରାୟ ଆମ୍ୱ ଗଛ ଉପରେ ଏ ଲତା ମାଡ଼େ; ଫୁଲ ବିଚିତ୍ର, ସୁଗନ୍ଧ ଓ ବହୁ ଦିନସ୍ଥାୟୀବୈଦେଶିକ - ଶାସ୍ତ୍ର ମତରେ ଏହା ଆମ ପାଚକ, ତିକ୍ତ, ଚାରୁ ଓ ଉଷ୍ଣବୀର୍ଯ୍ୟ, ଏହା, କଫ, ବାୟୁ, ଶୋଥ, ଶ୍ୱାସ, ବାତରକ୍ତ, ବାତ, ଶୂଳ ଉଦର ରୋଗ, କାସ, ଜ୍ୱର, ବିଷ ଓ ଅଶୀତ ପ୍ରକାର ବାତ ରୋଗ ଓ ସିଧ୍ମ ବିନାଶକ]