ରାସ ବିହାରୀ ଘୋଷା
ଦେଖଣା
ରାସ ବିହାରୀ ଘୋଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ ବିହାରୀ ଘୋଷା
|
ଦେଶଜ - ବିଶେଷ୍ୟ - ନାମ
[ସମ୍ପାଦନା]ଡାକ୍ତର ରାସବିହାରୀ ଘୋଷ, ବଙ୍ଗର ସୁପ୍ରସିଦ୍ଧ ଓକୀଲ (୧୮୪୫— ୧୯୨୩: ) —The late Dr.-Rasbihari Ghose M. A., B. L., C. S. I. ,of Bengal.
[ଦ୍ରଷ୍ଟବ୍ୟ —ଏ ବିଶ୍ୱବିଦ୍ୟାଳୟ ଉଚ୍ଚତମ ଉପାଧି ଲାଭ କରି ଶେଷରେ ଆଇନ୍ ବିଦ୍ୟାରେ ଉଚ୍ଚତମ ଉପାଧି ପାଇଥିଲେ ଏ ଅନେକ ଗବେଷଣା ପୂର୍ଣ୍ଣ ଇଂରାଜୀ ଆଇନ୍ ପୁସ୍ତକର ପ୍ରଣେତା ଗଭର୍ଣ୍ଣମେଣ୍ଟ ଏହାଙ୍କୁ C. S. I. ଉପାଧି ପ୍ରଦାନ କରିଥିଲେ ଓ ଏ ବଙ୍ଗ ଦେଶରେ ବ୍ୟାବହାରିକ ଶିକ୍ଷାର ପ୍ରସାର ପାଇଁ ଅଜସ୍ର ଆର୍ଥ ଦାନ କରିଥିଲେ]