Jump to content

ରାହା

ଉଇକିଅଭିଧାନ‌ରୁ

ରାହା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା, ରାହ୍; ତୁଳ. ସଂସ୍କୃତ - ରଥ୍ୟା)

[ସମ୍ପାଦନା]
୧. ରାସ୍ତା; ପଥ — ୧. Road.

(ଉ—ଅନାନାଁ ବୋଲି ବନ ରାହାକୁ ଗୋ କବୁସୂର୍ଯ୍ୟ. ସଙ୍ଗୀତ)

୨. (ଲକ୍ଷଣାର୍ଥ) ଉପାୟ — ୨. Means

(ଉ—ନ ବତାଇଲେ ତୁ ସୁଖ ରାହା କବିସୂର୍ଯ୍ୟ. କିଶୋରୀଚମ୍ପୂ ଞ ଗୀତ)

୩. ରହିବା ପାଇଁ ସ୍ଥାନ; ଯାଗା; ଥାନ —୩. Space; room.

(ଯଥା—ସେ ସ୍ଥାନରେ ବସିବାକୁ ରାହା ନାହିଁ)

୪. ଆଶ୍ରୟ ନେବାର ସ୍ଥାନ; ଆଶ୍ରୟ —୪. Shelter, place of shelter.
୫. ବଙ୍ଗଦେଶର ବଂଶୋପାଧିବିଶେସ — ୫. A family—title in Bengal.