Jump to content

ରାହାଡ଼ି

ଉଇକିଅଭିଧାନ‌ରୁ

ରାହାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଳୁଙ୍ଗା ଧାନର ଗଛ; ନୀବାର ଗୁଳ୍ମ — The paddy plants which grow from stray seeds.

[ଦ୍ରଷ୍ଟବ୍ୟ —ଏ ବର୍ଷ ଗଛରୁ ଝଡ଼ି ପଡ଼ିଥିବାପାଚିଲା ଧାନ ଆଗାମୀ ବର୍ଷକୁ ମନକୁ ଗଛ ଉଠେ ଏ ଧାନ ବୁଣାଧାନ ଅପେକ୍ଷା ଚଞ୍ଚଳ ପାଚିଯାଏ ଓ କେଣ୍ଡାରେ ସବୁଧାନ ପାଚି ଏକାଥରକେ ନ ଝଡ଼ି ଗୋଟି ଗୋଟି ହୋଇ ଝଡ଼ି ପୁଣି ଆଗାମୀ ବର୍ଷ କିଆରୀକୁ ବାଳୁଙ୍ଗାମୟ କରିଦିଏ ବାଳୁଙ୍ଗାରେ ଶିଙ୍ଗ ଅଛି ରାହଡ଼ି ଧାନରେ ଶିଙ୍ଗ ନାହିଁ ପ୍ରଥମ ବର୍ଷ ପଡ଼ିବା ଧାନ ରାହାଡ଼ି ରାହାଡ଼ି ପଡ଼ି ପର ବର୍ଷକୁ ବାଳୁଙ୍ଗା ବୋଲାଯାଏ)

ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

ହରଡ଼ —A kind of pulse; Cajanus Indicus.