ରାହାଦାରି
ଦେଖଣା
ରାହାଦାରି
ଉଚ୍ଚାରଣ
[ସମ୍ପାଦନା](ରାହାଦ୍ଦାରୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ରାଜ ଦାଣ୍ଡରେ ଯିବାର ଛାଡ଼ପତ୍ର ବା ରାଜାଙ୍କ ଅନୁମତି ପତ୍ର —୧. Passport
- ୨. ରାଜମାର୍ଗକୁ ବ୍ୟବହାର କରିବା ପଥିକ ମାନଙ୍କଠାରୁ ଆଦାୟ କରାଯିବା ଶୁଳ୍କ — ୨. Tax or toll collected from travellers for using the king's high way.
ବିଶେଷଣ -
[ସମ୍ପାଦନା]ରାହାଦ୍ୱାରା ସମ୍ୱନ୍ଧୀୟ —୩. Relating to toll or passport.