Jump to content

ରାହାବାଡ଼ି

ଉଇକିଅଭିଧାନ‌ରୁ

ରାହାବାଡ଼ି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଭୂମିକୁ ଚାଷ କରୁଥିବା ପ୍ରଜାଠାରୁ ଭୁସ୍ୱାମୀଙ୍କ ପ୍ରାପ୍ୟ ରାଜସ୍ୱ ବା ଖଜଣା; ଆଦାୟ ଜମା —Land revenue; rent payble to the landlord for the use of land.