ରାହା ଦେବା
ଦେଖଣା
ରାହା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାହା ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାଟ ଛାଡ଼ି ଦେବା —୧. To make way for one.
- ୨. କୌଣସି ବ୍ୟକ୍ତିକୁ ସ୍ଥାନ ବା ଆଶ୍ରୟ ଦେବା —୨. To give shelter to a person or let a person occupy a space.
(ଉ—ଏ ଗାଆଁ ବାଲାଯାକ କେହି ମତେ ଟିକିଏ ରାହା ଦେଲା ନାହିଁ)