ରାହୁଆ ମାଟି
ଦେଖଣା
ରାହୁଆ ମାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାହୁଆ ମାଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଖୁବ୍ ଭଲ ସରସା ମାଟି; ଖୁବ୍ ମଟଳା ମାଟି — A kind of very fertile soil.
[ଦ୍ରଷ୍ଟବ୍ୟ —ଏହା ଖରା ହେଲା ମାତ୍ରେ ଫାଟିଯାଏ ଓ ବର୍ଷାରେ କାଦୁଆ ହୁଏ]
ରାହୁଆ ମାଟି
|
ଖୁବ୍ ଭଲ ସରସା ମାଟି; ଖୁବ୍ ମଟଳା ମାଟି — A kind of very fertile soil.
[ଦ୍ରଷ୍ଟବ୍ୟ —ଏହା ଖରା ହେଲା ମାତ୍ରେ ଫାଟିଯାଏ ଓ ବର୍ଷାରେ କାଦୁଆ ହୁଏ]