Jump to content

ରାହୁ ରେଖା

ଉଇକିଅଭିଧାନ‌ରୁ

ରାହୁ ରେଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କପାଳରେ ମଧ୍ୟଭାଗରେ ସୁନ୍ଥା ମଧ୍ୟରେ ପିନ୍ଧା ଯିବା ବା ସୁନାର ଅଳଙ୍କାର —An ornament for the head of women.

(ଉ—କପାଳେ ସୁବର୍ଣ୍ଣ ରାହୁରେଖା ଝଲକ ଦୀନକୃଷ୍ଣ. ରସକଲ୍ଲୋଳ)