Jump to content

ରାୟ ବାର

ଉଇକିଅଭିଧାନ‌ରୁ

ରାୟ ବାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରାଜ ବାର୍ତ୍ତାବହ)

[ସମ୍ପାଦନା]
୧. କୌଣସି ରାଜାଙ୍କ ଠାରୁ ଅନ୍ୟ ରାଜାଙ୍କ ନିକଟକୁ ମୌଖିକ ସଂବାଦ ଘେନି ପ୍ରେରିତ ବ୍ୟକ୍ତି —୧. A carrier of verbal messages from a Raja to another.
୨. ଦୂତଦ୍ୱାରା ଏକ ରାଜାଙ୍କ ନିକଟକୁ ଅନ୍ୟ ରାଜାଙ୍କଦ୍ୱାରା ପ୍ରେରିତ ମୌଖିକ ସଂବାଦ —୨. A verbal message sent by one Raja to another through a messenger.
୩. ମଧ୍ୟସ୍ଥ ଲୋକଙ୍କଦ୍ୱାରା ବ୍ୟାବହାରିକ ବିଷୟର କଥାବାର୍ତ୍ତା —୩. Business-negotiatons made by a meditator.
୪. ରାଜାଙ୍କ କୀର୍ତ୍ତି — ୪. The famous deeds of Kings.