Jump to content

ରାୟ ରାମାନନ୍ଦ

ଉଇକିଅଭିଧାନ‌ରୁ

ରାୟ ରାମାନନ୍ଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଶ୍ରୀ ଚୈତନ୍ୟ ଦେବଙ୍କ ସମସାମୟିକ ଜଣେ ପ୍ରସିଦ୍ଧ ବିଷ୍ଣୁଭକ୍ତ ସଂସାରୀ ବ୍ୟକ୍ତି —Name of a devout B&aline;i̱shṇaba (by caste Karaṇa of Orissa) who was the Governor of the Godavari district under Pratāprudra Deba, the then king of Orissa.

[ଦ୍ରଷ୍ଟବ୍ୟ —ଏ ଓଡ଼ିଶାର ରାଜା ପ୍ରତାପରୁଦ୍ରଦେବଙ୍କର ଗୋଦାବରୀ ନିକଟସ୍ଥ ପ୍ରଦେଶର ଶାସନକର୍ତ୍ତା ଥିଲେ; ଏ ଜଣେ ପରମ ବିଷ୍ଣୁଭକ୍ତ ବୋଲି ଶ୍ରୀ ଚୈତନ୍ୟଦେବ ନିଜେ ସ୍ୱୀକାର କରିଥିଲେ ଚୈତନ୍ୟ ଦେବଙ୍କର ୩ (ସାଢ଼େ ତିନି) ଜଣ ଭକ୍ତଙ୍କ ମଧ୍ୟରୁ ଏ ଜଣେ ଏ ଜାତିରେ ଓଡ଼ିଆ କରଣ ଥିଲେ


ଏ ଯୁଦ୍ଧରେ କୃତିତ୍ୱ ଦେଖାଇ ପ୍ରତାପରୁଦ୍ର ରାଜାଙ୍କଠାରୁ 'ରାୟ' ଉପାଧି ପାଇଥିଲେ ଏ 'ଜଗନ୍ନାଥବଲ୍ଲଭ' ନାମକ ଖଣ୍ଡିଏ ସଂସ୍କୃତ ନାଟକ ଲେଖିଥିଲେ ଜଗବନ୍ଧୁ. ପ୍ରାଚୀନ ଉତ୍କଳ]