Jump to content

ରି

ଉଇକିଅଭିଧାନ‌ରୁ

ରି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ହିନ୍ଦୁ ସଙ୍ଗୀତଶାସ୍ତ୍ର)

[ସମ୍ପାଦନା]
୧. ଋଷଭ ସ୍ୱର; ସଙ୍ଗୀତର ଦ୍ୱିତୀୟ ସ୍ୱର —୧. The second note of Hindu music.

(ଉ—ଏହା ବୃଷଭର ସ୍ୱର ପରି ରାଗ ତଳେ ନୋଟ୍ ଦେଖ)

୨. ଅନୁକାର ଶବ୍ଦ —୨. An onomatopoeic sound.

ଦେଶଜ - ଅ

[ସମ୍ପାଦନା]

୬ଷ୍ଠୀ ବିଭକ୍ତିରେ ଚିହ୍ନ'ର' ଉପରେ ଜୋର୍ ଦେବାପାଇଁ 'ର'ର ଆକାରାନ୍ତର, (ଯଥା—ତୁମରି, ଆମରି, ତାଙ୍କରି ଇତ୍ୟାଦି) (ଉ—ଦେଖୁଥିଲେ ପରା ହେ ବଂଶବିଦ୍ରୋହି ନାହିଁ କିସଂସ୍କୃତ - କଥା କାହାରି ମନେ—ମନ୍ତାମଣି).