Jump to content

ରିଆ

ଉଇକିଅଭିଧାନ‌ରୁ

ରିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - [ଜାଶପୁର]; ପ୍ରତ୍ୟୟ

[ସମ୍ପାଦନା]

ରେ —In, on.

[ଯଥା—ଆଙ୍ଗୁଳିରିଆ=ଆଙ୍ଗୁଳିରେ]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ବର୍ଷାଦିନେ ଯେଉଁ ସାମାନ୍ୟ ଗଭୀର ପାଣି ମାହରା ବା ପହଣୀ ଖୋଳି ଲୋକେ ମାଛ ଧରନ୍ତି; ରଇ — A shallow and narrow channel dug for catching fish in the rainy season.