ରିଆତି ପାଇବା
ଦେଖଣା
ରିଆତି ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରିଆତି ପାଇବା
|
[ରିଆତ୍(ତି)ମିଳିବା—ବିଶେଷ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି କାର୍ଯ୍ୟରୁ ବା ଦାୟିତ୍ୱରୁ ବା ଦେୟରୁ ନିଷ୍କୃତି ଲାଭ କରିବା — To be released or exempted from a responsibility or payment.