ରିଆତ୍
ଦେଖଣା
ରିଆତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରିଆତ୍
|
ଦେଶଜ - ବିଶେଷ୍ୟ - (ଆରବୀ - ରିଆୟତ୍)
[ସମ୍ପାଦନା]- ୧. ଦାୟିତ୍ୱରୁ ମୁକ୍ତି; ନିସ୍କୃତି —୧. Remission; exemption from a responsibility; release.
- ୨. ଦେୟ ପଦାର୍ଥାଦି ଦେବାର ଦାୟିତ୍ୱରୁ ମୁକ୍ତି — ୨. Exemption from payment
- ୩. ଅନୁଗ୍ରହ; ଦୟାପୂର୍ଣ୍ଣ ବ୍ୟବହାର —୨. Favour; kind treatment.