Jump to content

ରିକାଇବା

ଉଇକିଅଭିଧାନ‌ରୁ

ରିକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରିଚ୍ ଧାତୁ)

[ସମ୍ପାଦନା]
୧. ରିକ୍ତ କରିବା; ଶୂନ୍ୟ କରିବା —୧. To empty.
୨. ପାତ୍ରାଦିରୁ ପଦାର୍ଥ ଢାଳି ଦେବା —୨. To pour out anything from a pot.