Jump to content

ରିକ୍ତ

ଉଇକିଅଭିଧାନ‌ରୁ

ରିକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ(ରିଚ୍ ଧାତୁ=ଶୂନ୍ୟ କରିବା+କର୍ମ. ତ)

[ସମ୍ପାଦନା]
୧. ଖାଲି; ଶୂନ୍ୟ —୧. Empty.
୨. ଫମ୍ପା; ପୋଲା — ୨. Having nothing within.
୩. ଦରିଦ୍ର —୩. Poor.
୪. ନିଷ୍ଫଳ —୪. Fruitless.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅବକାଶ; ଶୂନ୍ୟସ୍ଥାନ; ଶୂନ୍ୟ; ଯେଉଁ ସ୍ଥାନରେ କିଛି ବସ୍ତୁ ନଥାଏ —୧. Vacuity; space; empty space.
୨. ବନ; ଜଙ୍ଗଲ —୨. Wood; forest.