ରିକ୍ତା
ଦେଖଣା
ରିକ୍ତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)
[ସମ୍ପାଦନା]ଚତୁର୍ଥୀ, ନବସୀ ଓ ଚତୁର୍ଦ୍ଦଶୀ ତିଥିମାନ —(astrology) The ୪th, ୯th, and ୧୪th days of the lunar fornight.
[ଦ୍ରଷ୍ଟବ୍ୟ —ଜ୍ୟୋତିଷମତରେ ଏହି ତିଥିମାନ ଅଶୁଭ; ତେଣୁ ଏହି ତିଥିମାନଙ୍କରେ କୌଣସି କାର୍ଯ୍ୟ କଲେ ତାହା ନିଷ୍ଫଳ ହୁଏ ଜ୍ୟୋତିଷ ଶାସ୍ତ୍ରର ନିର୍ଦେଶ ଅନୁସାରେ ୧୫:ଟି ତିଥିକୁ ୫ ଭାଗରେ ବିଭକ୍ତ କରାଯାଇ ଅଛି ଯଥା—୧ମ, ନନ୍ଦା (ପ୍ରତିପଦ, ଷଷ୍ଠୀ, ଏକାଦଶୀ); ୨ୟ, ଭଦ୍ର (ଦ୍ୱିତୀୟ, ସପ୍ତମୀ ଓ ଦ୍ୱାଦଶୀ); ୩ୟ ଜୟା (ତୃତୀୟା ଅଷ୍ଟମୀ, ତ୍ରୟୋଦଶୀ) ୪ର୍ଥ ରିକ୍ତା ଓ ୫ମ ପୂର୍ଣ୍ଣା (ପଞ୍ଚମୀ, ଦଶମୀ, ଅମାବସ୍ୟା ଓ ପୂର୍ଣ୍ଣମା)