Jump to content

ରିକ୍ତ ହସ୍ତ

ଉଇକିଅଭିଧାନ‌ରୁ

ରିକ୍ତ ହସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରିକ୍ତ+ହସ୍ତ; କର୍ମଧାରୟ)

[ସମ୍ପାଦନା]
୧. ଶୂନ୍ୟ ହସ୍ତ — ୧. Empty hand.
୨. ଯେଉଁ ହାତ ମଧ୍ୟରେ କିଛି ଧନ ନ ଥାଏ; ଅର୍ଥଶୂନ୍ୟ ହାତ — ୨. Ahand which contains no money.
(ରିକ୍ତହସ୍ତା—ସ୍ତ୍ରୀ) 

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ଯାହାର ହାତରେ କିଛି ଧନ ନ ଥାଏ —୧. Empty-handed.
୨. ନିର୍ଦ୍ଧନ —୨. Poor; destitute.