ରିକ୍ଥଗ୍ରାହୀ
ଦେଖଣା
ରିକ୍ଥଗ୍ରାହୀ
ଉଚ୍ଚାରଣ
[ସମ୍ପାଦନା](ରିକ୍ଥଗ୍ରାହିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ରିକ୍ଥ+ଗ୍ରହ ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଇନ୍, ୧ମା, ୧ବ)
[ସମ୍ପାଦନା]- ୧. ଯେ ଧନ ଗ୍ରହଣ କରେ; ଧନଗ୍ରାହୀ — ୧. Taking riches or property.
- ୨. ଅର୍ଥଗ୍ରାହୀ —୨. Accepting riches.
ବିଶେଷ୍ୟ -
[ସମ୍ପାଦନା]ସଂପତ୍ତିର ଉତ୍ତରାଧିକାରୀ; ଦାୟାଦ —Heir; successor; inheritor.